କୋରାପୁଟ ଜିଲ୍ଲାର ପୋଟାଙ୍ଗି ଅଞ୍ଚଳରେ ଆନ୍ଧ୍ର ସରକାର ତ୍ରିସ୍ତରୀୟ ସରପଞ୍ଚ ନିର୍ବାଚନ ପାଇଁ ଆନ୍ଧ୍ର ପ୍ରଦେଶର ପୋଲିସ ଓଡ଼ିଶା ମାଟିରେ ପ୍ରବେଶ କରି 60 ପ୍ରତିଶତ ଭୋଟ ସଂଗ୍ରହ କରି ଚାଲିଯାଉଛି । କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବାରୁ ପ୍ରଦୀପ ମାଝୀ କଣ ପ୍ରତିକ୍ରିୟା ରଖିଛନ୍ତି ଶୁଣିବା ...
#ArgusNews #PradipMajhi #Koraput
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app