ଗତ ଜାନୁୟାରୀ 15 ତାରିଖ ଠାରୁ ଜୟପୁର ଉପଖଣ୍ଡର ଅନେକ ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ଖୋଲା ଆକାଶ ତଳେ ପଡିରହିଛି । ଏକ ସପ୍ତାହ ହେବ ଶୀତ କାକରରେ ନିଜ ଧାନକୁ ଜଗି ବସିଛନ୍ତି । ସେପଟେ ଚାଷୀ ମାନଙ୍କ କଷ୍ଟ ଉପାର୍ଜିତ ଧାନ ବିକ୍ରୟ ପାଇଁ ପ୍ରଶାସନ ଉପରେ ଚାପ ପ୍ରୟୋଗ କରିବା ନିମନ୍ତେ ଆଗକୁ ଆସିଛି କଂଗ୍ରେସ ...
#ArgusNews #DhanaMandi #Jaypore
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app