(ବିଏମସିର ପଜିଟିଭ.. ନେଗେଟିଭ ଖେଳ) ନିହାରଙ୍କ ବନ୍ଧୁ ପୁରୁଷୋତ୍ତମଙ୍କୁ କ୍ୟାପିଟାଲ ହସ୍ପିଟାଲ ଦେଇଛି ନେଗଟିଭ ରିପୋର୍ଟ ଅନ୍ୟପଟେ ବିଏମସି କହୁଛି ରିପୋର୍ଟ ପଜିଟିଭ ଅଛି ଆମ୍ବୁଲାନ୍ସ ଯାଉଛି ରେଡ୍ଡି ହୁଅ । ଏନେଇ ଭୁବନେଶ୍ୱର ବିଜେବି ନଗର ଅଞ୍ଚଳର ନିହାର ରଞ୍ଜନ ମହାପାତ୍ର କଣ କହୁଛନ୍ତି ଶୁଣନ୍ତୁ .. #BMC #PositiveNegative