ରାଜଧାନୀ ଭୁବନେଶ୍ୱରରେ ପୁଣି ମାତିଲେ ଲୁଟେରା । କାର କାଚ ଭଙ୍ଗି ଲୁଟ୍... ଗାଡି ଭିତରୁ ଏକ ଲକ୍ଷ 20 ହଜାର ଟଙ୍କା ଲୁଟି ନେଲେ ଲୁଟେରା । ଏନେଇ ଖାରବେଳ ନଗର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ......
#Argusnews #Bhubaneswar #Loot #Robbery