ଫେରିବ ବିଜୁଙ୍କ ଇଗଲ୍ । ଡାକୋଟାକୁ ଫେରେଇବା ପାଇଁ ରାଜ୍ୟ ସରକାର ପୁଣି ଥରେ ଏକ 11 ଜଣିଆ ପର୍ଚେଜିଂ କମିଟି ଗଠନ କରିଛନ୍ତି । ଯାହାରେ ନେତୃତ୍ୱ ନେବେ ପରିବହନ ଓ ବାଣିଜ୍ୟ ବିଭାଗ ସଚିବ । ତେବେ ଚାରି ଥର କମିଟି ଗଠନ କରି ଫେଲ ହେବା ପରେ ଏଥର ରାଜ୍ୟ ସରକାର ବିଜୁଙ୍କ ଡାକୋଟା ଫେରାଇ ପାରିବେ କି ନାହିଁ ସେ ନେଇ ଉଠିଛି ସନ୍ଦେହ .....
#ArgusNews #Odisha #Dakota #Airports