ପରୀ ମାମଲାରେ ଏସଟିଏଫର ଚାର୍ଜସିଟ୍ । କିନ୍ତୁ ଚାର୍ଜସିଟ୍ ଭାଇରାଲ୍ ପରେ ତଥ୍ୟକୁ ନେଇ ଉଠିଛି ପ୍ରଶ୍ନ । ଚର୍ଚ୍ଚା ହେଉଛି ଏହା ଅରୁଣ ବୋଥ୍ରାଙ୍କ ଅରୁଣ ସୁରକ୍ଷା ଷଡ଼ଯନ୍ତ୍ର କି । ଏହା ଜାମୁକୋଳି ଗପର ପାର୍ଟ ଟୁ ନୁହେଁ ତ । ଭାଇରାଲ୍ ତଥ୍ୟକୁ ନେଇ କାହିଁକି ଚୁପ୍ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା....
#ArgusNews #Odisha #JusticeForParee #SIT