ଇଂଜିନିୟର ଗଢିଦେଉଛନ୍ତି ଚଟିଆଙ୍କ ଘର
ବସା ବାନ୍ଧିବାକୁ ମିଳୁନି ଚାଳଘର । ଗାଁ ଦାଣ୍ଡରୁ ହଜିଯାଇଛି ଧୂଳି । ଗୋଟିଏ ପରେ ଗୋଟିଏ କୁନି ଚଟିଆ ଫୁରର ହେବାକୁ ଲାଗିଥିବା ବେଳେ ନୟାଗଡ଼ ବିଦ୍ୟୁତ ବିଭାଗର ଯନ୍ତ୍ରୀ ଆଦିତ୍ୟ କୁମାର ଦାଶ ଓ ତାଙ୍କ ପତ୍ନୀ ସଂଘମିତ୍ରା ପ୍ରାକୃତିକ ଆବାସ ହରାଇଥିବା ଘର ଚଟିଆ ମାନଙ୍କୁ ଖାଦ୍ୟ,ପାଣି ଓ କୃତ୍ରିମ ଘର ଯୋଗାଣର ମିଶନ ହାତକୁ ନେଇଛନ୍ତି....
#ArgusNews #Odisha #Nayagarh #SparrowBird #nest