ନ୍ୟାୟ ପାଇଁ ଲଢେଇ କରୁଥିବା ବାପା ମାଙ୍କ ଉପରୁ କମୁନି ପୋଲିସ ନିର୍ଯାତନା । ମୁହଁ ବନ୍ଦ ରଖିବାକୁ ଲଢେଇରୁ ଓହରିଯିବା ପାଇଁ ବାରମ୍ବାର ପଡୁଛି ଚାପ । ଏବେ ବି ରାତି ଅଧିଆ ସଂପର୍କୀୟଙ୍କୁ ଉଠାଇ ନେଉଛି ଏସ୍ଆଇଟି..ଅର୍ଗସ୍ ଆମକୁ ସୁରକ୍ଷା ଦେଲା ବୋଲି କହିଛନ୍ତି ପରୀର ମା...
#ArgusNews #Odisha #JusticeForParee