ଗୋଟିଏ ପଟେ ଅଞ୍ଜନା ଦୁଷ୍କର୍ମ ମାମଲାରେ ସଫଳତା । ସେପଟେ ରାଜ୍ୟର ଅନ୍ୟ ପୀଡ଼ିତାଙ୍କୁ କେବେ ମିଳିବ ନ୍ୟାୟ । ଏବେକାର ମାଳମାଳ ଅଞ୍ଜନାଙ୍କୁ ସରକାର ନ୍ୟାୟ ଦେଇପାରୁନି । ନା ପୋଲିସ ଉପରେ ଭରସା ନା ରାଜ୍ୟ । ସରକାରଙ୍କ ଆନ୍ତରିକତା ଉପରେ ବିଶ୍ବାସ ରହିଛି । ଏହାରି ଭିତରେ ପୀଡ଼ିତାଙ୍କ ପରିବାର ପଚାରୁଛି ଆଉ କେତେ ଅପେକ୍ଷା...
#ArgusNews #Odisha #Anjana_Rape_Case #CommissioneratePolice