କଟାମୁଣ୍ଡ ହତ୍ୟା ଘଟଣାରେ ଦୁଇ ଅଭିଯୁକ୍ତ ସଂଜୟ ଓ ଚନ୍ଦୁଙ୍କୁ କୋର୍ଟ ଚାଲାଣ କରିଛି ଚନ୍ଦକା ପୋଲିସ
କଟାମୁଣ୍ଡ ଅଭିଯୁକ୍ତକୁ ଫାଶି ଦିଆଯାଉ । ବହୁ ଚର୍ଚ୍ଚିତ ପୁଷ୍ପଲତା ହତ୍ୟାକାଣ୍ଡର ଦୁଇ ଅଭିଯକ୍ତିକୁ ଫାଶୀ ଦେବାକୁ ଦାବି କରିଛନ୍ତି ପୁଷ୍ପଲତାର ମା ମିନତି ବାରିକ। ଦୁଇ ଅଭିଯୁକ୍ତ ସଞ୍ଜୟ ଓ ଚନ୍ଦୁଙ୍କୁ ଆଜି କୋର୍ଟ ଚାଲାଣ କରିଛି ଚନ୍ଦକା ପୋଲିସ । କୋର୍ଟ ରେ ଦୋଷୀ ସାବ୍ୟସ୍ତ ପାଇଁ ପ୍ରମାଣ ରହିଥିଲେ ମଧ୍ୟ ଅଧୀକ ପ୍ରମାଣ ସଂଗ୍ରହ ପାଇଁ 5 ଦିନ ରିମାଣ୍ଡ ରେ ଆଣିବାକୁ ଆବେଦନ କରିଛି ପୋଲିସ......
#ArgusNews #Odisha #Bhubaneswar #Puspalata_Murder
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app