#ଜୀବିକା_ଯୋଗାଉଛି_ନର୍ସରୀ
ଶୁଷ୍କ,ଟାଙ୍ଗରା ଓ ପାହାଡିଆ ଅଞ୍ଚଳ ଏବେ ସବୁଜିମାରେ ଭରି ଯାଇଛି । ବୌଦ୍ଧ ବନ ବିଭାଗର ତତ୍ୱାବଧାନରେ ସଦର ମହକୁମାଠାରୁ ୧୦ କିମି ଦୂର ବମଣ୍ଡା ଗାଁରେ ପରିଚାଳିତ ହେଉଛି ବିଘ୍ନରାଜ ନର୍ସରୀ । ପ୍ରତିବର୍ଷ ଏଠାରୁ ୫୦ ପ୍ରଜାତିର ୫ ଲକ୍ଷ ଚାରା ଉତ୍ପାଦିତ ହୋଇ ଲୋକଙ୍କୁ ଯୋଗାଇ ଦିଆଯାଏ । ଜୀବିକା ଯୋଗାଉଥିବା ଏହି ନର୍ସରୀ ଏବେ ଶିକ୍ଷା ଓ ମନୋରଞ୍ଜନର କେନ୍ଦ୍ରସ୍ଥଳୀ ପାଲଟିଛି....
#ArgusNews #Odisha #Boudha #Bhringaraj_Nursery #Good_News