ସରକାରୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଓ ବିଜେଡି ପର୍ଯ୍ୟବେକ୍ଷକଙ୍କୁ ପ୍ରଶଂସା । ଆଉ ସୁନ୍ଦରଗଡରେ ପଦାରେ ପଡିଲା ସରକାର ଓ ବିଜେଡି ପେଣ୍ଟାଫେଣ୍ଟିର ଦୃଶ୍ୟ....ରାଜ୍ୟ ରାଜକୋଷରୁ ଟଙ୍କା ଖର୍ଚ୍ଚ ହୋଇ କେମିତି ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳୀୟ ସଙ୍ଗଠନରେ ଅର୍ଥ ସ୍ୱାହା ହେଉଛି ତାର ନଜର ଆସିଛି ସୁନ୍ଦରଗଡରୁ....
#ArgusNews #Odisha #Sundargarh #Govt_Programme #BJD