#ମହିଳା_ଦିବସରେ_ମହିଳା_ଅପମାନିତା ....
ମନ୍ତ୍ରୀଙ୍କ ପାଦ ତଳେ ପଡି ନେହୁରା ହେଲେ ଗରିବ ମହିଳା ,ମହିଳାକୁ ସମ୍ମାନ ଓ ସ୍ବାଭିମାନର ଡିଣ୍ଡିମ ପିଟୁଥିବା ସରକାରଙ୍କ ବଡ଼ମନ୍ତ୍ରୀ କହିଲେ ହଟ-ହଟ....ଗୁହାରି ଶୁଣିବାକୁ ମନ୍ତ୍ରୀଙ୍କ ସମ୍ବେଦନଶୀଳତା ରହିଲାନାହିଁ.....ମହିଳାଙ୍କ ସମ୍ମାନ ପାଇଁ 33 ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ବିଜେଡି ଲଢୁଛି....ମାତ୍ର ନେହୁରା ହେଉଥିବା ମହିଳାକୁ ଏଡାଇ ଯାଉଛନ୍ତି ବରିଷ୍ଠ ମନ୍ତ୍ରୀ ପଦ୍ନନାଭ ବେହେରା...