କଂଗ୍ରେସ ଭବନ ପାଲଟିଲା ରଣକ୍ଷେତ୍ର । ଠେଲା ପେଲା ସହ ବାଡା ବାଡି ହେଲେ କଂଗ୍ରେସ ର ଦୁଇ ଗୋଷ୍ଠୀ । ଓବିସି ସେଲ ବୈଠକ ପୂର୍ବରୁ ସେଲ ର ଅଧ୍ୟକ୍ଷ ବିଷ୍ଷୁ ବାରିକ କୁ ବିରୋଧ କରି ଅନ୍ୟ ଗୋଷ୍ଠୀ ଏଭଳି କରିଥିବା ଦେଖିବାକୁ ମିଳିଛି । ପିସିସି ସଭାପତିଙ୍କ ସହ ଦଳର ବରିଷ୍ଠ ନେତା ପହଂଚି କର୍ମୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ...
#ArgusNews #CongressBhawan #Fighting
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app