ରବିବାରରୁ ରାଜ୍ୟରେ ଫେରିବ ଶୀତ ଲହରୀ । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍କମିପାରେ । ଏହା ପୂର୍ବରୁ ଶନିବାର ରାଜ୍ୟର କେତେକ ଜାଗାରେ ପାଗ ମେଘୁଆ ଓ କୋହଲା ରହିବା ସହ ହାଲୁକା ବର୍ଷା ସମ୍ଭାବନା ଅଛି ....
#ArgusNews #Odisha #WeatherUpdate #Cold
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app