ପରୀ ପ୍ରସଙ୍ଗରେ ମୁହଁ ଖୋଲିଲେ ସାଂସଦ । ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ପ୍ରତିକ୍ରିୟା ଏହା ଏକ ସମ୍ବେଦନଶୀଳ ଘଟଣା । ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବିଜେପି ଏହାକୁ ନେଇ ରାଜନୀତି କରୁଛି ....ଏହାକୁ ନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍