କୋଭିଡ ନିୟମର ଉଲଙ୍ଘନ କଲେ ଶିକ୍ଷକ...
କୋରୋନା ପାଇଁ ସରକାରଙ୍କ ପକ୍ଷରୁ ବନ୍ଦ ଘୋଷଣା ସତ୍ତ୍ୱେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ପାଇକସାହି ଗ୍ରାମର ଶ୍ରୀ ଚୈତନ୍ୟଦେବ ସରକାରୀ ଉଚ୍ଚ ବିଦ୍ୟାଳୟରେ ଚାଲିଛି ପାଠପଢ଼ା...
#ArgusNews #Odisha #Mayurbhanj #School #Coronaguidelines #teacher #CovidRule