ଦୁଇ କଏଦୀଙ୍କ ପ୍ରେମ ପ୍ରତାରଣାର କାହାଣୀ
ଜେଲ ଭିତରେ ଲଭ୍ ସେକ୍ସ ଧୋକ୍କା । କଥାଟା ଅଖାଡୁଆ ଲାଗୁଥିଲେ ବି ସତ । ଜେଲ ଭିତରେ ଆରମ୍ଭ ହୋଇଥିଲା ପ୍ରେମ... ତାପରେ ଶାରିରୀକ ସଂର୍ପକ ପରେ ପ୍ରତାରଣା । ଏମିତି ସାଘାଂତିକ ଘଟଣା ସାମ୍ନାକୁ ଆସିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ କାରାଗାରରୁ......
#ArgusNews #ArgusUpdate #Odisha #Prisoner #Love_Sex_Dhoka
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app