କୋଭିଡ ନିୟମର ଉଲଂଘନ କଲେ ସରକାରୀ ବିଦ୍ୟାଳୟର ଶିକ୍ଷକ
କରୋନାର 2ୟ ଲହରକୁ ଆଖି ଆଗରେ ରଖି ସରକାରୀ, ବେସରକାରୀ ବିଦ୍ୟାଳୟ ଗୁଡିକ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ମାତ୍ର ଏହାର ସମ୍ପୁର୍ଣ୍ଣ ବ୍ୟତିକ୍ରମ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଶ୍ରୀ ଚୈତନ୍ୟଦେବ ସରକାରୀ ଉଚ୍ଚ ବିଦ୍ୟାଳୟରେ....
#ArgusNews #Odisha #Corona #School #Open