ତାଙ୍କର ହାତ ଦେଖାଉଛି ଯାଦୁ । ଖଣ୍ଡେ କୋଇଲା ନେଇ କାନ୍ଥରେ ଗଛ ପାହାଡ଼ ଆଉ ଆଦିବାସୀ ପଲ୍ଲୀର ଚିତ୍ର ଆଙ୍କିବାର ନିଶା ତାଙ୍କୁ ଏବେ ପହଂଚାଇଦେଇଥିଲା ବିଶ୍ୱ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ଶିକ୍ଷା ଅନୁଷ୍ଠାନରେ । ଏବେ ସେ ଏକ ସଫଳ ଶିଳ୍ପୀ....
#ArgusNews #Odisha #Puri #Sand_Artist #Good_News