ମାୟାବିନୀ ମହୁମାଛିର ସାଂଘାତିକ ଖେଳ.....
ଏ ମାୟାବିନୀ ଠକେଇରେ ଉସ୍ତାଦ.. ଆଉ ଚମ୍ପଟ ମାରିବାରେ ଧୁରନ୍ଧର । ଏ ମୟାବିନୀ ମହୁମାଛିକୁ ମହୁ ନୁହେଁ ବରଂ ଦରକାର ପୁଳା ପୁଳା ଟଙ୍କା । ଟଙ୍କାର ଆବଶ୍ୟକତା ପୂରଣ ପାଇଁ ଏ ମୟାବିନୀ ତିଆରି କରିଥିଲା ବିଶାଳ ଠକ ସାମ୍ରାଜ୍ୟ । ଆଉ ଏ ଠକ ସାମ୍ରାଜ୍ୟର ରାଣୀ ଥିଲେ ରଶ୍ମିଲତା ମହାନ୍ତି ଓ ତାଙ୍କ ସ୍ୱାମୀ ସରୋଜ କୁମାର ଜେନା । ଦୁହେଁ ଚାକିରୀ ପାଇଁ ଆଶାୟୀ ଯୁବକଯୁବତୀଙ୍କୁ କରୁଥିଲେ ଟାର୍ଗେଟ ....
#ArgusNews #Odisha #Fraud #money #job
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app