ରାଜ୍ୟ ସରକାରଙ୍କୁ ଘାରିଛି ଘରୋଇ କମ୍ପାନୀ ପ୍ରୀତି
ପ୍ରାଇଭେଟ କମ୍ପାନୀମାନଙ୍କ ଉପରେ ସରକାରଙ୍କ ଅହେତୁକ ଅନୁକମ୍ପା । ଶାଗ ମାଛ ଦରରେ ଶିଳ୍ପପତିଙ୍କ ହାତକୁ ଜମି ଟେକି ଦେଇଛନ୍ତି ରାଜ୍ୟ ସରକାର। ସିଏଜି ରିପୋର୍ଟରୁ ମିଳିଥିବା ଏ ତଥ୍ୟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି...
#ArgusNews #Odisha #PrivateCompany #CAG #BJP