ଆମକୁ ନ୍ୟାୟ ଦରକାର... ଦୋଷୀକୁ ପୋଲିସ ହେପାଜତକୁ ଛାଡିବୁ ନାହିଁ । ଯାହା କରିବା କଥା ଆମେ କରିବୁ... ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଛୋଟକାନପୁର ଗାଁରେ ତାତିଲେ ଗ୍ରାମବାସୀ । ଅଭିଯୁକ୍ତକୁ ଗିରଫ କରିବାକୁ ଆସିଥିବା ପୋଲିସ ହେଲା ହଟହଟା । ଦୋଷୀକୁ ଛାଡିବୁ ନାହିଁ ରୋକଠୋକ୍ ମନା କରିଦେଲେ ଗ୍ରାମବାସୀ ...
#ArgusNews #OdishaNews #Balasore #Nilagiri