ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ କର୍ମଚାରୀଙ୍କ ଦାଦାଗିରି । କୋଭିଡ଼୍ ଟେଷ୍ଟ କରିବା ପାଇଁ ଆସିଥିବା ଜଣେ ରୋଗୀଙ୍କୁ ଆକ୍ରମଣ କରିବା ସହ ଦୁର୍ବ୍ୟବହାର କରିଛନ୍ତି । ସଂପୁର୍ଣ୍ଣ ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ବେଳେ ଏ ନେଇ କ୍ୟାମେରା ଆଗରେ ମେଡ଼ିକାଲ କର୍ତ୍ତୁପକ୍ଷ ମୁହଁ ଖୋଲି ନାହାନ୍ତି ...
#ArgusNews #OdishaNews #Puri_Medical