ରମାଦେବୀ ଛାତ୍ରୀ ଝରାଫୁଲ ନାୟକ ମୟୂରଭଞ୍ଜରେ ଜନ୍ମ ...ରାଜଧାନୀରେ ମୃତ୍ୟୁ....ପ୍ରେମ,ପ୍ରୀତି ପ୍ରତାରଣାର କାହାଣୀ ମଧ୍ୟରେ ଲିଭିଗଲା ଝରାଫୁଲଙ୍କ ଜୀବନ ଦୀପ...ଝରାଫୁଲଙ୍କ ମୃତ୍ୟୁ କିପରି ହେଲା...କିଭଳି ଝଡି ପଡ଼ିଲେ ଝରାଫୁଲ....ଏବେବି ଝରାଫୁଲଙ୍କ ମୃତ୍ୟୁକୁ ନେଇ ରହସ୍ୟ ହିଁ ରହସ୍ୟ
#ArgusNews #JharaphulaDeathMystery
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app