#ହାମାରେ_ଦୋ_ଅନମୋଲ୍_ରତନ୍
ପିପିଲି ଉପନିର୍ବାଚନ ପାଇଁ ଘୋଷିତ ଷ୍ଟାର କ୍ୟାମ୍ପେନର ତାଲିକା ପଦାରେ ପକାଇଦେଇଛି ବିଜେଡିର ଡବଲ ଷ୍ଟାଣ୍ଡାର୍ଡ । ତାଲିକାରେ ନାହାନ୍ତି ମନ୍ତ୍ରୀ ପ୍ରତାପ ଜେନା ଓ ମନ୍ତ୍ରୀ ଅରୁଣ ସାହୁ....
#ArgusNews #Odisha #BJD #Star_Campaign Arun Kumar Sahoo #Pratap_Jena