ଭଙ୍ଗା ଚାଳିଆରେ ମୁଣ୍ଡ ଗୁଞ୍ଜିଛନ୍ତି ତିନି ପ୍ରାଣୀ । ବାପା ମାନସିକ ଭାରସାମ୍ୟ ହରାଇଥିବା ବେଳେ ଦୁଇ ପୁଅ ହେଉଛନ୍ତି ଦିବ୍ୟାଙ୍ଗ । ଅଭାବ ଅନାଟନ ଭିତରେ ଚଳୁଥିବା ଏହି ପରିବାରର ସାହା ହେଉଛି ଗଣ୍ଡାଏ ରାସନ ଚାଉଳ ଆଉ ଭତ୍ତା ....
#ArgusNews #Jagatsinghpur #Asahaya