କଂଗ୍ରେସରେ ନୂଆ ନେତାଙ୍କୁ ପ୍ରୋତ୍ସାହନ ନାହିଁ....ନୂଆ ନେତାଙ୍କୁ ସୁଯୋଗ ମିଲୁନାହିଁ । ତେଣୁ ଧର୍ମଶାଳା ବାସୀଙ୍କ ପାଇଁ ଲଢିବାକୁ ହେଲେ ଧର୍ମଶାଳାବାସୀ ଯେଉଁ ଦଳରେ ଯୋଗଦାନ କରିବାକୁ କହିବେ ସେ ଦଳରେ ଯୋଗଦାନ କରିବେ...
#ArgusNews #Odisha #Congress #SmrutirekhaPahi #Resign #Jajpur #Dharmasala