ଏମବିଏ ଶିକ୍ଷାପ୍ରାପ୍ତ ଜଣେ ଆଦିବାସୀ ଯୁବକଙ୍କୁ ଘରୋଇ ଚାକିରୀ ଦେଇପାରିନଥିଲା ଆତ୍ମତୃପ୍ତି । ଅନ୍ୟ ଅଧୀନରେ କାମ କରିବା ଅପେକ୍ଷା ନିଜେ କିଛି କରିବାର ଲକ୍ଷ ନେଇ ଫେରିଥିଲେ ଗାଁକୁ । ସରକାରୀ ଯୋଜନାରେ ଋଣ ଆଣି ଗାଁରେ ଆରମ୍ଭ କଲେ କାଗଜ କପ ତିଆରି ଉଦ୍ୟୋଗ । ଏହି ଉଦ୍ୟୋଗରେ ଏବେ କାମ ପାଇଛନ୍ତି ଗାଁର ୫ ପ୍ରବାସୀ ଶ୍ରମିକ ...
#ArgusNews #Rayagada #MBAStudent #SelfDependant #MigrantLabour #GoodNews