ପରିବାରକୁ ରୋଗ ସାଜିଲା ବଇରୀ
ଦାରିଦ୍ର୍ୟର ସୀମା ରେଖା ତଳେ ରଙ୍କନିଧି ବେହେରା । ରଙ୍କନିଧିଙ୍କ ପରିବାରର ଦୁଃଖ ଅତ୍ୟନ୍ତ ଯନ୍ତ୍ରଣା ଦାୟକ । ଗରିବ ଓ ଦିବ୍ୟାଙ୍ଗଙ୍କ ପାଇଁ ସରକାରଙ୍କର ରହିଛି ଅନେକ ଯୋଜନା । ହେଲେ ଏହି ପରିବାରର ଦୁଃଖ ଉପରେ କାହାର ବି ନଜର ପଡିଲାନି....
#ArgusNews #Odisha #Koraput #Poor #Dibyanga
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app