କ୍ଷେତରେ ହସୁଛି ସୂର୍ଯ୍ୟମୁଖୀ । ଅନୁଗୁଳ ଛେଣ୍ଡିପଦାର 30 ପ୍ରତିଶତ ଜମିରେ ଚାଷ ହୋଇଛି ସୂର୍ଯ୍ୟମୁଖୀ । ତେବେ ଏଥିପାଇଁ ସେମାନଙ୍କୁ ନା ସରକାର ସହାୟତା ମିଳିଛି, ନା ଜଳସେଚନର ବ୍ୟବସ୍ଥା ଅଛି । ତଥାପି ନିଜ ପରିଶ୍ରମରେ ଚାଷ କରି କ୍ଷେତରେ ସୁନେଲ କିରଣ ବିଞ୍ଚିଛି ଚାଷୀ । ଆଉ ଏଥିରୁ ତେଲ ପେଡି ବେଶ ଦିପଇସା ମଧ୍ୟ ଆୟ କରିବାରେ ସଫଳ ହୋଇଛି ଚାଷୀ.....
#ArgusNews #Odisha #Angul #Agriculture #Water_Irrigation #Farming
#ArgusNews #Odisha #Angul #Agriculture #Water_Irrigation #Farming