ଆସନ୍ତା କାଲିଠୁ ରାଜ୍ୟରେ ବର୍ଷା ସମ୍ଭାବନା । ବର୍ଷା ନେଇ 15 ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି । 19ଯାଏଁ ବର୍ଷା ପରେ ପାଣିପାଗରେ ହେବ ପରିବର୍ତ୍ତନ । ଆଗାମୀ ୩,୪ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା...
#ArgusNews #Odisha #Weather #Rain #Yellow_Warning