ଇଛା ଆଗରେ ହାର ମାନିଛି ବୟସ । କଅଁଳ ବୟସରେ ଦେଶ ପାଇଁ କ୍ରିକେଟ ଖେଳିବାର ସ୍ବପ୍ନ ଦେଖି ଆଗକୁ ବଢୁଛନ୍ତି ୫ବର୍ଷର କୁନି ବାଳକ ରିଆଁଶୁ । କୁନି ହାତରେ ଓଜନଦାର ବ୍ୟାଟ ବୁଲାଇ ଦ୍ରୁତ ବଲର ସାମ୍ନା କରୁଥିବା ଏହି ବାଳକଙ୍କ ପାଇଁ ନୁଆଁ ସମ୍ଭାବନା ଆଙ୍କିଛନ୍ତି ପରିବାର ଓ ସାଥି ଖେଳାଳି ...
#ArgusNews #Khordha #CricketBoy #GoodNews