ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ତରଫରୁ ଦିନିକିଆ ଧାରଣ। ଦେବା ସହ ଘେରାଉ କରାଯାଇଛି ।ଜିଲ୍ଲା ସଭାପତି ଘାସିରାମ ମାଝୀଙ୍କ ନେତୃତ୍ୱରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦଳିତ ଓ ମହିଳା ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଅଭିଯୋଗ କରି ଦିନିକିଆ ଧାରଣାରେ ବସିଥିଲେ । #ArgusNews #Odisha #ArgusUpdate #Nuapada #Congress