କୋଭିଡ-୧୯ର ଦ୍ୱିତୀୟ ଲହରୀକୁ ନେଇ ରାୟଗଡ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ବଜାର ବୁଲିବା ସହ ସହର ସ୍ଥିତ ଡି ଆଇ ବି ଛକରେ ପୋଲିସ ପକ୍ଷରୁ ଚାଲିଥିବା ହେଲମେଟ ଏବଂ ମାସ୍କ ଯାଞ୍ଚକୁ ନିଜେ ଉପସ୍ଥିତ ରହି ଅନୁଧ୍ୟାନ କରିଛନ୍ତି...
#ArgusNews #Odisha #Covid19 #Awareness #Rayagada #Mask_Checking