ବିରିୟାନି ଖାଉଥିଲା ପୋଲିସ.....ଆଉ ଦରବାର ବସାଉଥିଲା ଗ୍ୟାଙ୍ଗଷ୍ଟାର ହାଇଦର.....ସମସ୍ତଙ୍କୁ ଚକମା ଦେଇ ଖସିଗଲା ହାଇଦର....ହେଲେ ହାଇଦର କେମିତି ଖସିଲା ? ଏକଥା ଏବେ ବଡ କିନ୍ତୁ ହୋଇ ରହିଯାଇଛି । ନା ମୁହଁ ଖୋଲୁଛନ୍ତି ଜେଲ୍ ବିଭାଗ ଡିଜି ସନ୍ତୋଷ ଉପାଧ୍ୟୟ ନା ଗୃହବିଭାଗ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର....
#ArgusNews #Odisha #Hydar_Case #gangster