ଖୋଲୁଛି ଆବାସ କେଲେଙ୍କାରୀର ଗୁମର।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହା ଘୋଟାଲା ଅଭିଯୋଗ।ଏଠି ଯୋଗ୍ୟ ହିତାଧିକାରୀ ଯୋଜନା ରୁ ବାଦ ପଡୁଥିବା ବେଳେ ଅଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରେ ଘର ନକରି ଅନ୍ୟର ଘର ଦେଖାଇ ଉଠାଉଛନ୍ତି ସମ୍ପୂର୍ଣ୍ଣ ବିଲ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ ରୁ ଆସନ୍ତୁ ଦେଖିବା ଏହି ରିପୋର୍ଟ।
#TheArgus #ArgusNews #Dhenkanal #Abasyojana