ଗଞ୍ଜାମରେ ମଧ୍ୟ ବନ୍ଦର ପ୍ରଭାବ ଜାରି ରହିଛି । ଖଲ୍ଲିକୋଟ ବ୍ଲକ ଗୁରାପଲ୍ଲୀଠାରେ କଂଗ୍ରେସ ପକ୍ଷରୁ 16 ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି । ଉଭୟ ପକ୍ଷରେ ଶହ ଶହ ଗାଡି ମୋଟର ଅଟକି ରହିଛି । ଯାହାକୁ ନେଇ ସାଧାରଣ ଜନ ଜୀବନ ପ୍ରଭାବିତ ହୋଇଛି ....
#ArgusNews #Ganjam #OdishaBandeffectonGanjam #Khalikot
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app