#ଅନୁଗୁଳରେ_ହାତୀ_ଆତଙ୍କ....
ଖାଦ୍ୟ ଅନ୍ୱେଷଣ ରେ ଗାଁ ସୀମା କୁ ପଶି ଆସିଛନ୍ତି ଜଙ୍ଗଲୀ ହାତୀ । ପ୍ରାୟ 28 ସଂଖ୍ୟା ବିଶିଷ୍ଟ ଏକ ହାତୀପଲ ଗତ ବିଳମ୍ବିତ ରାତିରୁ ଗାଁ ସୀମା ଭିତରକୁ ପଶି ଆସିଥିବା ବେଳେ , ସେଠାରୁ ଯାଇ ପାରି ନାହାନ୍ତି । ହାତୀପଲ କୁ ଘଂଜ ଜଙ୍ଗଲ କୁ ଘଉଡାଇବାକୁ ଉଦ୍ୟମ ହୋଇଥିଲେ ମଧ୍ୟ ଏଥିରେ ସଫଳତା ମିଳିପାରିନଥିବା ଜଣାପଡିଛି....
#ArgusNews #ArgusUpdate #Anugul #Elephant
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
Playstore - https://play.google.com/store/apps/details?id=com.argusnews.app&hl=en_IN&gl=US
App Store - https://apps.apple.com/tt/app/argus-news/id1526127869?ign-mpt=uo%3D2