#ରାତାରାତି_ଭାଇରାଲ_ହେଲା_ତ୍ରୈଲୋକଙ୍କ_କଥା
#ହେଲେ_ସରକାରଙ୍କ_କାନରେ_ପହଞ୍ଚିପାରୁନି_ମନର_ବ୍ୟଥା
"ମୁଁ ଇସ୍କୁଲରେ ପଢୁଛି, ମୁଁ ପ୍ରଥମ ଶ୍ରେଣୀରେ ପଢୁଛି" ରାପ ଗୀତର ,ଭାଇରାଲ ବୟ ତ୍ରୈଲୋକ । ଯେଉଁ ଉଦ୍ଦେଶ୍ୟ ରଖି ଏ କେଇ ପଦ କଥା କହି ସେ ଭାଇରାଲ ହେଲେ ତାହା ଏଯାଏଁ ପୂରଣ ହେଲାନି ବୋଲି ମନ ଦୁଖରେ କହିଛନ୍ତି ତ୍ରୈଲୋକ...
#ArgusNews #Odisha #Bhubaneswar #Viral_Boy