ଲୋକେ ପାଇଲେନି ହେଲେ ଖତ ଖାଇଲା ଶହଶହ କୁଇଣ୍ଟାଲ ର ଗହମ ଓ ଚାଉଳ । ଆଦିବାସୀ ଅଧୁଷିତ ସୁନ୍ଦରଗଡ ବଣେଇ ଅଞ୍ଚଳରୁ ଆସିଛି ଏପରି ସାଙ୍ଘାତିକ ଅଭିଯୋଗ । କାହା ଭୁଲ୍ ପାଇଁ ଏତେ ପରିମାଣର ଖାଦ୍ୟଶସ୍ୟ ନଷ୍ଟ ହେଲା ତାହାକୁ ନେଇ ଏବେ ଉଠିଛି ବଡ ପ୍ରଶ୍ନ.....
#Argusnews #Odisha #Sundargarh #Bonai #Waste_Rice_Wheat