ପାଖରେ ଜଳ ନାହିଁ କି ଯନ୍ତ୍ରପାତି ନାହିଁ । ସରକାରୀ ସହାୟତା ପାଇଁ ମଧ୍ୟ କେବଳ ମିଳିଛି ପ୍ରତିଶ୍ରୁତି । କିନ୍ତୁ ମନରେ ଥିବା ଦମ୍ଭ ଅନୁରାଗ ଓ ଇଛାକୁ କାମରେ ଲଗାଇ ପାହାଡ଼ ଉପରେ ଭଳିକିଭଳି ଚାଷ କରିଛନ୍ତି ଜଣେ ଆଦିବାସୀ ଦମ୍ପତ୍ତି । ପରିଣତ ବୟସରେ ଏହି ଚାଷୀ ଦମ୍ପତ୍ତି ଚାଷକୁ ନିଜର ଜୀବିକା ଭାବେ ଗ୍ରହଣ କରି ଯୁବପିଢ଼ି ପାଇଁ ପ୍ରେରଣା ସାଜଛନ୍ତି । ଗଜପତି ମୋହନା ବ୍ଲକ ଜିରାଙ୍ଗ ପଂଚାୟତ ଅଧିନସ୍ଥ ଶଗଡା ଗାଁର ୭୦ ବର୍ଷ ବୟସର ଚାଷୀ ଲଣ୍ଡା ଶବରଙ୍କ ଚାଷ ଏବେ ଚାଷ ପାଇଁ ପ୍ରବର୍ତ୍ତନା ଦିଗରେ ଏକ ସଫଳ ଉଦାହରଣ ପାଲଟିଛି ....
#ArgusNews #Odisha #GoodNews #successful_farmerଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app