ସ୍ୱଚ୍ଛ ଭାରତ ଅଭିଯାନରେ ଅସ୍ୱଚ୍ଛତା ଅଭିଯୋଗ । ପାଇଖାନାର ଚିହ୍ନ ବର୍ଣ୍ଣ ନାହିଁ, କିନ୍ତୁ ଚଞ୍ଜକତାରେ ହେଲା ପାଇଖାନାର ଜିଓ ଟ୍ୟାଗିଂ । ଏଭଳି ଚଞ୍ଜକତା କରିଛନ୍ତି ଖୋଦ୍ ଠିକାଦାର ଓ ସ୍ୱୟଂ ସହାୟକ ଗୋଷ୍ଠୀ । ଏମାନଙ୍କ ମଧୁଚନ୍ଦ୍ରିକାରେ ଫସି ଯାଉଛନ୍ତି ନିରୀହ ଆଦିବାସୀ ...
#ArgusNews #Koraput #Toilet_Scam