ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭା କୋହିନୁର ଓ ରାଧାରମଣ ପ୍ରେସ ପ୍ରକାଶିତ ପଞ୍ଜିକା ଦ୍ୱୟକୁ ସ୍ୱୀକୃତି ଦେଇଛି। ଏହି ପ୍ରେସ ଦ୍ବୟର ପଞ୍ଜିକା ପ୍ରକାଶ ପୂର୍ବରୁ ସଂକ୍ଷିପ୍ତ ପଞ୍ଜିକା ପ୍ରକାଶ କରି ଆସନ୍ତା ନଭେମ୍ବର ୧୫ତାରିଖରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ହେବ ବୋଲି ମିଥ୍ୟା ତଥ୍ୟ ଦେଇ ରାଜ୍ୟବାସୀଙ୍କୁ ଭ୍ରମିତ କରିଥିଲେ...
#ArgusNews #Odisha #Puri #Panjika #Mukti_Mandap #Kohinoor_Panjika