ପାଞ୍ଚ ବର୍ଷ ସ୍କୁଲ ଗଲେ ହେଲେ ଶିଖି ପାରିଲେନି ୫ ଟି ଅକ୍ଷର । ପରେ ଟ୍ୟୁସନ ର ଜଣେ ଅବଧାନ ତାଙ୍କୁ ଚିହ୍ନାଇ ଦେଇଥିଲେ କିଛି ଅକ୍ଷର ଆଉ ବାକ୍ୟ । ବାସ ସେତିକି ଦରଚିହ୍ନା ଅକ୍ଷର କୁ ନେଇ ସେ ଆରମ୍ଭ କରିଥିଲେ ଶବ୍ଦ ଗଢିବାର ଖେଳ । ଏବେ ୫୪ ବର୍ଷ ବୟସ ର ଗ୍ରାମୀଣ ଗଞ୍ଜାମର ଏହି ଆଶୁ କବି ତଥା ପେଶା ରେ ଚାଷୀ ନନ୍ଦ କିଶୋର ପ୍ରଧାନ ଅକ୍ଷର ଗଢିବାରେ ମାହିର । ଲେଖି ସାରିଛନ୍ତି ୫ ହଜାର ରୁ ଅଧିକ କବିତା