ପରୀକୁ ନ୍ୟାୟ କେବେ? ଅସହାୟ ପରିବାରରକୁ ଏ ପ୍ରଶ୍ନର ଉତ୍ତର ତ ମିଳିନି । ସେପଟେ ଜୀବନ ପ୍ରତି ବାରମ୍ବାର ବିପଦ । କୋର୍ଟଙ୍କ କଥା ଶୁଣୁନି ପୋଲିସ, ପ୍ରଶାସନ । ଶାସକ ଦଳର ବଡ଼ ନେତାଙ୍କ ସାହାସରେ ସବୁ ସୀମା ଟପୁଛନ୍ତି ଦୋଷୀ । ଏବେ ନିଜ ଘରକୁ ନିଜେ ଯାଇପାରୁନାହାନ୍ତି ପରୀଙ୍କ ପରିବାର ...
#ArgusNews #Nayagarh #Pari_Murder_Case
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
Playstore - https://play.google.com/store/apps/details?id=com.argusnews.app&hl=en_IN&gl=US
App Store - https://apps.apple.com/tt/app/argus-news/id1526127869?ign-mpt=uo%3D2