ବ୍ୟାଙ୍କ ଆକାଉଣ୍ଟକୁ ଫେରିଲା 3 ଲକ୍ଷ ଟଙ୍କା
ଜଣେ ବ୍ୟକ୍ତି ଟାୱାର ବସାଇଦେବାକୁ କହି ରାଜଧାନୀର ବସନ୍ତ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ 3ଲକ୍ଷ 17 ହଜାର ଟଙ୍କା ନେଇଯାଇଥିଲେ। ମାତ୍ର କୌଣସି କାମ ନହେବାରୁ ଉକ୍ତ ବ୍ୟକ୍ତି ଜଣକ ପୋଲିସକୁ ଜଣାଇଥିଲେ। ଏହା ପରେ ପୋଲିସ ଏଥିରେ ହସ୍ତକ୍ଷେପ କରିବା ସହ ପଇସାନେଇଯାଇଥିବା ଲୋକର ଆକାଉଣ୍ଟକୁ ବ୍ଲକ କରିଦେଇଥିଲେ। ତେବେ ଅନ୍ୟ ଏକ ଆକାଉଣ୍ଟରୁ ତାଙ୍କ ପାଖକୁ 3ଲକ୍ଷ ଟଙ୍କା ଫେରି ଆସିଛି.....
#ArgusNews #Odisha #Bhubaneswar #Money_return
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app