ମୟୂରଭଞ୍ଜ ଝାରପୋଖରିଆ ଥାନା ମୁରୁଣିଆ ଗ୍ରାମର ଢିପାସାହି ନିକଟରେ ଟ୍ରାକ୍ଟର ଓଲଟି ୪ ମୃତ୍ୟୁ, ୪୦ରୁ ଅଧିକ ଗୁରୁତର ଘଟଣା । ଏବେବି ଉଦ୍ଧାର କାର୍ଯ୍ୟ ଜାରି । ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ଟ୍ରାକ୍ଟରଟି ଭାରସାମ୍ୟ ହରାଇ ୧୫ ଫୁଟ ତଳକୁ ବିଲ ମଧ୍ୟରେ ଖସି ପଡ଼ିଛି ....
#ArgusNews #Mayurbhanj #Truckaccident #Sarasakana #Accident
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app