ଗୋଟିଏ ଦିନ ପରେ ରାଜ୍ୟରେ ଲାଗୁ ହେବ ଲକ ଡାଉନ । କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ବାଦ ଦେଇ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ । ଏଭଳି କ୍ଷେତ୍ରରେ ମଦ ଦୋକାନ ଆଗରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା । ଲକ ଡାଉନ ଘୋଷଣା ହେବା ପରେ ଆଜି ମଦ ଦୋକାନ ଖୋଲୁ ଖୋଲୁ ଦୋକାନ ଆଗରେ ଭିଡ଼ ଜମିଥିଲା...
#ArgusNews #Odisha #Cuttack_Bhubaneswar #lockdown #Crowd #LiquorShop