ଗ୍ରାମଠାରୁ ଯୋଜନ ଦୂରରେ ବାଟ ହୁଡିଛି ସରକାରୀ ଯୋଜନା । ସରକାରୀ ଯୋଜନାରେ ଶୁଦ୍ଧ ପାନୀୟ ଜଳ ପ୍ରତି ଗ୍ରାମକୁ ଯୋଗାଇ ଦେବା ନିମନ୍ତେ ସରକାରଙ୍କ ନାରାବାଜି କରୁଛନ୍ତି । କିନ୍ତୁ ଆଜି ବି ଲୋକେ ପାଣି ବୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି....
#ArgusNews #Odisha #Mayurbhanj #Udala #Water_Problem